ପୂଜା

ରଥଯାତ୍ରା

ରଥଯାତ୍ରା ଆଷାଢ଼ ମାସରେ ପାଳନ କରାଯାଉଥିବା ଏକ ପୂଜା। ତିଥି: ଆଷାଢ଼ ଶୁକ୍ଳ ଦ୍ୱିତୀୟା।

Ratha Yatra is a puja observed in Ashadha. Tithi: ଆଷାଢ଼ ଶୁକ୍ଳ ଦ୍ୱିତୀୟା.

ତିଥି: ଆଷାଢ଼ ଶୁକ୍ଳ ଦ୍ୱିତୀୟାନକ୍ଷତ୍ର: ପୁଷ୍ୟା / ସ୍ୱାତୀ (ପ୍ରଧାନତଃ ତିଥି ଆଧାରିତ)

ନିୟମ ପଦ୍ଧତି

ଅକ୍ଷର ଆକାର
ଧାଡି ବ୍ୟବଧାନ
  1. 1

    ରଥଯାତ୍ରା ହେଉଛି ଓଡ଼ିଶାର ସବୁଠାରୁ ବୃହତ୍ତମ ତଥା ଜଗତପ୍ରସିଦ୍ଧ ଗଣପର୍ବ। ଏହି ଦିନ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀ ଛାଡ଼ି ତିନୋଟି ବିଶାଳ ରଥରେ ବିଜେ କରି ମାଉସୀମା’ ମନ୍ଦିର (ଗୁଣ୍ଡିଚା ଘର)କୁ ନବଦିନାତ୍ମକ ଯାତ୍ରା କରନ୍ତି। ସର୍ବଧର୍ମ ସମନ୍ୱୟ ଓ ଜାତି-ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାର ଏହା ଏକ ଅନନ୍ୟ ଦିବ୍ୟ ଉତ୍ସବ।

ଉତ୍ସ: Festivals of Odisha (community-compiled reference)