ପୂଜା
ରାଧା ପାଦ ଦର୍ଶନ
ରାଧା ପାଦ ଦର୍ଶନ କାର୍ତ୍ତିକ ମାସରେ ପାଳନ କରାଯାଉଥିବା ଏକ ପୂଜା। ତିଥି: କାର୍ତ୍ତିକ ଶୁକ୍ଳ ନବମୀ।
Radha Pada Darsana is a puja observed in Kartika. Tithi: କାର୍ତ୍ତିକ ଶୁକ୍ଳ ନବମୀ.
ତିଥି: କାର୍ତ୍ତିକ ଶୁକ୍ଳ ନବମୀନକ୍ଷତ୍ର: ଧନିଷ୍ଠା
ନିୟମ ପଦ୍ଧତି
ଅକ୍ଷର ଆକାର
ଧାଡି ବ୍ୟବଧାନ
- 1
ପୁରୀ ଜିଲ୍ଲା ସତ୍ୟବାଦୀ (ସାକ୍ଷୀଗୋପାଳ) ମନ୍ଦିରର ସବୁଠାରୁ ଆକର୍ଷଣୀୟ ଦିବସ। ବର୍ଷସାରା ମା’ ରାଧାରାଣୀଙ୍କ ପାଦ ଆଚ୍ଛାଦିତ ହୋଇ ରହିଥାଏ, ମାତ୍ର ଆଁଳା ନବମୀ ଦିନ ମା’ କେବଳ 'ଓଡ଼ିଆଣୀ ବେଶ' ଧାରଣ କରନ୍ତି। ଏହି ପବିତ୍ର ଦିନରେ ମା’ଙ୍କର ଦିବ୍ୟ ରାଧାପାଦ ଦର୍ଶନ କଲେ ମୋକ୍ଷ ପ୍ରାପ୍ତ ହୁଏ।
ଉତ୍ସ: Festivals of Odisha (community-compiled reference)
