ପୂଜା
ଗୋବର୍ଦ୍ଧନ ପୂଜା
ଗୋବର୍ଦ୍ଧନ ପୂଜା କାର୍ତ୍ତିକ ମାସରେ ପାଳନ କରାଯାଉଥିବା ଏକ ପୂଜା। ତିଥି: କାର୍ତ୍ତିକ ଶୁକ୍ଳ ପ୍ରତିପଦ।
Govardhana Puja is a puja observed in Kartika. Tithi: କାର୍ତ୍ତିକ ଶୁକ୍ଳ ପ୍ରତିପଦ.
ତିଥି: କାର୍ତ୍ତିକ ଶୁକ୍ଳ ପ୍ରତିପଦନକ୍ଷତ୍ର: ବିଶାଖା / ଅନୁରାଧା
ନିୟମ ପଦ୍ଧତି
ଅକ୍ଷର ଆକାର
ଧାଡି ବ୍ୟବଧାନ
- 1
ଦୀପାବଳୀର ପରଦିନ ଗୋପାଳ ସମ୍ପ୍ରଦାୟ ତଥା ଆବାଳବୃଦ୍ଧସବୁ ଓଡ଼ିଆଙ୍କ ଦ୍ୱାରା ପାଳିତ ପର୍ବ। ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଇନ୍ଦ୍ରଙ୍କ କୋପରୁ ରକ୍ଷା କରିବା ପାଇଁ ଗୋବର୍ଦ୍ଧନ ପର୍ବତ ଟେକିଥିବା ସ୍ମୃତିରେ ଗୋବରରେ ଗୋବର୍ଦ୍ଧନ ପର୍ବତ ତିଆରି କରି ପୂଜା କରାଯାଏ ଏବଂ ଗୋ-ସମ୍ପଦର ଆରାଧନା କରାଯାଏ।
ଉତ୍ସ: Festivals of Odisha (community-compiled reference)
